
ନିଜ ଅହମିକା ବଳି ଗଢ଼ିଲି ସଳିତା,
ତଇଳ କରିଲି ସ୍ମୃତି ପୁରୁଣା ସାଇତା;
ଜଳିଲା ପ୍ରଦୀପଶିଖା କରି ବିକିରଣ,
ଆପଣାକୁ ଚିହ୍ନିବାର ନବୀନ କିରଣ ।
I made a wick of my pride,
And lamp-oil of my memories;
The flame burnt bright, shedding
A different light, to look at me.
Image Source. "Diya Lamp." Emojipedia. Retrieved from https://emojipedia.org/diya-lamp/